ABHA ID REGISTRATION BY SUM
ABHA ID REGISTRATION BY SUM
ସମ୍ ଆନୁକୂଲ୍ୟରେ ଦୁଇ ଦିନିଆ ଆଭା ଆଇଡି ପଞ୍ଜିକରଣ କାର୍ଯ୍ୟକ୍ରମ ଆୟୋଜନ
ଭୁବନେଶ୍ୱର, ୩୦/୦୭: ଆସନ୍ତା ଜୁଲାଇ ୩୧ ଓ ଅଗଷ୍ଟ ୧ ତାରିଖରେ ଜଟଣୀ ବ୍ଲକ ଅଧିନସ୍ଥ ଅରିସଲ ଓ ମଦନପୁର୍ ପଂଚାୟତରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟସେବା ଯୋଜନା ନିମନ୍ତେ ୨ ଦିନ ଧରି ଏକ ହେଲ୍ଥ ସର୍ଭେ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।
ଏହି ସର୍ଭେ କାର୍ଯ୍ୟ ଅରିସଲ ପଂଚାୟତର ରାଜ କିଶୋର ବିଦ୍ୟାପୀଠ ଓ ମଦନପୁର ପଂଚାୟତର କ୍ଲବ ଗୃହ ପ୍ରାଙ୍ଗଣରେ ଅନୁଷ୍ଠିତ ହେବ ।
ଏହି କାର୍ଯ୍ୟକ୍ରମରେ ସମ୍ ହସ୍ପିଟାଲର ଭେଷଜ, ଶିଶୁ, ଚକ୍ଷୁ, ଚର୍ମ ଓ ଦନ୍ତ ବିଭାଗର ବିଶେଷଜ୍ଞମାନେ ଉପସ୍ଥିତ ରହି ରୋଗୀମାନଙ୍କର ମାଗଣା ପରୀକ୍ଷା ଓ ଚିକିତ୍ସା ସହିତ ଔଷଧ ମଧ୍ୟ ବିତରଣ କରିବେ ।
ଏଣୁ ଏହି ଅଂଚଳର ସମସ୍ତ ବାସିନ୍ଦାମାନଙ୍କୁ ଅନୁରୋଧ କରାଯାଉଛି ନିଜ ନିଜର ଆଧାର କାର୍ଡ ସହିତ ଉକ୍ତ ସର୍ଭେ କାର୍ଯ୍ୟରେ ଉପସ୍ଥିତ ରହି ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟସେବା ସୁବିଧା (ଆଭା) ଆଇଡି ମାଧ୍ୟମରେ ବିନା ମୂଲ୍ୟରେ ସେମାନଙ୍କ ନାମ ପଞ୍ଜିକୃତ କରିପାରିବେ ।
ଏଣୁ ଅନୁରୋଧ କରାଯାଉଛି ଉକ୍ତ ପଞ୍ଜିକରଣ ଶିବିରରେ ସ୍ଥାନୀୟ ବାସିନ୍ଦାମାନେ ବହୁସଂଖ୍ୟାରେ ଯୋଗଦାନ କରି ନିଜ ନିଜର ପଞ୍ଜିକୃତ କରାଇବା ସହିତ ସ୍ୱାସ୍ଥ୍ୟଗତ ସମସ୍ୟାର ପରାମର୍ଶ କରାଇ ପାରିବେ ।
ବିଶେଷ ସୂଚନା ପାଇଁ ମୋବାଇଲ ନମ୍ବର ୭୯୭୮୮୬୯୪୨୮ ସହ ଯୋଗାଯୋଗ କରିପାରିବେ ।
ORGAN RETRIEVED FROM BRAIN DEAD PATIENT AT SUM
ORGAN RETRIEVED FROM BRAIN DEAD PATIENT AT SUM
PHILOSOPHER AND AUTHOR ACHARYA PRASHANT ADDRESSES SOA MEDICAL STUDENTS
PHILOSOPHER AND AUTHOR ACHARYA PRASHANT ADDRESSES SOA MEDICAL STUDENTS
SOA RANKED 14TH IN COUNTRY IN 2024 NIRF RANKINGS, PLACED 24TH OVERALL
SOA RANKED 14TH IN COUNTRY IN 2024 NIRF RANKINGS, PLACED




